Thursday, 10 July 2025

ମୋ ହୃଦୟ ପୁରିଥିଲା ଅଜ୍ଞାନ ଅନ୍ଧାରରେ

ମୋ ହୃଦୟ ପୁରିଥିଲା ଅଜ୍ଞାନ ଅନ୍ଧାରରେ ହେ ସାଇକୃଷ୍ଣ ହେଲ କୁମାର ପୂର୍ଣ୍ଣିମା ଇନ୍ଦୁ ମୋ ଚଲା ପଥରେ ଅଶେଷ ଅଶେଷ ବିଘ୍ନ ନିଜ ହସ୍ତରେ ନିର୍ମଳ କରିଲେ କରୁଣାସିନ୍ଧୁ

No comments:

Post a Comment