A flower with 4 petals
Monday, 7 July 2025
କାଳୀୟ ଗଞ୍ଜନଙ୍କର ଛନ୍ଦା ପାଦରେ ରଖି
କାଳୀୟ ଗଞ୍ଜନଙ୍କର ଛନ୍ଦା ପାଦରେ ରଖି ମତି କୃଷ୍ଣ କୃଷ୍ଣ କୃଷ୍ଣ ନିରନ୍ତର ଭଜରେ ବାୟା ମନ ଲୀଳା ଶ୍ରବଣ କୀର୍ତ୍ତନରେ ପୁଲକିତ କର ତନୁ ଅଭୟ ପୟରରେ ଜାଗା ଦେବେ ନନ୍ଦ ନନ୍ଦନ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment