Sunday, 3 May 2026

ଅପଲକ ହେଲୁ ଦରଦୀ ଦିଅଁ ଜୀବର ଦୁଃଖକୁ ସହି ନ ପାରି ଦୟା ରଖିବୁ ସୂର୍ଯ୍ୟ ଚନ୍ଦ୍ର ଚକ୍ଷୁ ନିରନ୍ତର ଭଜୁଅଛି ରାମ ହରି

No comments:

Post a Comment