Thursday, 21 May 2026

ବଡ କିଛି ମାଗୁ ନାହିଁ ତୁମକୁ ହେ ଚକାଡୋଳା

ବଡ କିଛି ମାଗୁ ନାହିଁ ତୁମକୁ ହେ ଚକାଡୋଳା କେବଳ ତୁମ ପଦ୍ମ ପାଦ ଦୁଇଟି ବଢ଼େଇ ଦିଅ ମାଆ କମଳା ସେବିତ ପାଦକୁ ଟିକେ ଛୁଇଁଯିବି ମୋ କାଳ ସରିଲା ରତ୍ନ ସିଂହାସନେ ବସିଥାଅ

No comments:

Post a Comment