A flower with 4 petals
Sunday, 3 May 2026
ଭାବ ବିନୋଦିଆ ଗୋବିନ୍ଦ ହୃଦୟରେ ବସିଲେ
ଭାବ ବିନୋଦିଆ ଗୋବିନ୍ଦ ହୃଦୟରେ ବସିଲେ ଆଖି ପିଛଡା ନ ପଡେ ବନମାଳୀ ଏଡିକି ସୁନ୍ଦର ବୁଦ୍ଧି ବିକିଅଛି ଅଧମ ମାୟା ସଂସାର ଦୁଆରରେ ଉଛୁର ହୁଏ ଗୋପନାଥ ହେ ପାଶେ ରଖ ହୁନ୍ଦର
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment