A flower with 4 petals
Sunday, 10 May 2026
ତୁମ୍ଭେ ପରା ଅଧାଗଢା କେମିତି ଫିଟାଇଲ
ତୁମ୍ଭେ ପରା ଅଧାଗଢା କେମିତି ଫିଟାଇଲ କୁମ୍ବୀର ଦାନ୍ତ ଜାବ ନାରାୟଣ ହେ ଉଦ୍ଧରିବା ପାଇଁ ଶମନ ଦୁଆରରୁ ଗଜରାଜାକୁ ଗୁଣ୍ଡୁଚି ମୂଷା ପିଠିରେ ପରା ବ୍ରହ୍ମଦାରୁଙ୍କ ପାଞ୍ଚ ଆଙ୍ଗୁଠି ସନ୍ତକ ଚକାଡୋଳାଙ୍କ ହୃଦୟ କେଡେ ବିଶାଳ ଅଛପା ଅଛି କାହାକୁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment