Monday, 11 May 2026

ପିତା ମାତା ଆକୁଳେ ବିକଳେ ଡାକୁଥିଲେ ବୋଲି

ପିତା ମାତା ଆକୁଳେ ବିକଳେ ଡାକୁଥିଲେ ବୋଲି ରାମ ଉପରେ ଅପଲକରୁ ଝରି ପଡୁଥିଲା କରୁଣା ଛେଉଣ୍ଡ ରାମ ଅନାଥ ହୋଇ ଭ୍ରମୁଛି ବଡଦାଣ୍ଡେ ବାହୁ ଭିଡକୁ ନିଅ ହେ ମହାବାହୁ ହୁଏ ପଥ ବଣା

No comments:

Post a Comment