Friday, 1 May 2026

ରାତି ପାହିଲାଣି ପକ୍ଷୀ ରବି ରାବିଲେଣି

ରାତି ପାହିଲାଣି ପକ୍ଷୀ ରବି ରାବିଲେଣି ନିଦ୍ରା ତେଜ ହେ ରୁକ୍ମଣୀ ନାଥ ଜଗନ୍ନାଥ ରବି ଦୀପ କମଳ ମାଳ ତୁଳସୀ ଭକତି ଵନ୍ଦନା ନିମନ୍ତେ ଯୋଡ଼ିଛନ୍ତି ବେନି ହାତ

No comments:

Post a Comment