Tuesday, 19 May 2026

ହେ ଗୋବିନ୍ଦ ତୁମ୍ଭେ ଜଳ ସ୍ଥଳ ଆକାଶ

ହେ ଗୋବିନ୍ଦ ତୁମ୍ଭେ ଜଳ ସ୍ଥଳ ଆକାଶ ହେ ଗୋବିନ୍ଦ ବ୍ରହ୍ମଦାରୁ ସୂର୍ଯ୍ୟ ଚନ୍ଦ୍ର ଆଖି ହେ ଗୋବିନ୍ଦ ତୁମ୍ଭେ ସିନ୍ଧୁ କନ୍ୟା ହୃଦୟ ଲଭି ତୁମ୍ଭ ଛନ୍ଦା ଚରଣ ଆତ୍ମା ବହୁ ସୁଖୀ

No comments:

Post a Comment