Saturday, 16 May 2026

ଶରଦାକାଶ ପୂର୍ଣ୍ଣ ଇନ୍ଦୁ ଧବଳ ବଳଭଦ୍ର ତୁମ୍ଭେ

ଶରଦାକାଶ ପୂର୍ଣ୍ଣ ଇନ୍ଦୁ ଧବଳ ବଳଭଦ୍ର ତୁମ୍ଭେ ତୁମ୍ଭେ ଆଷାଢ଼ ସଞ୍ଜ ହଳଦୀ ଜହ୍ନି ଫୁଲ ସୁଭଦ୍ରା ଚୈତ୍ର ରାତ୍ରି ସଦ୍ୟ ସୁଗନ୍ଧ ମଲ୍ଲି ଜଗନ୍ନାଥ ତୁମ୍ଭେ ଉଷା କାଳରେ ସ୍ମରାମୀ ବ୍ରହ୍ମଦାରୁ ଯୋଗନିଦ୍ରା

No comments:

Post a Comment