Tuesday, 12 May 2026

ଦେବକୀ କୋଳରେ କୋଟି ବାଳ ଅର୍କ ତେଜ

ଦେବକୀ କୋଳରେ କୋଟି ବାଳ ଅର୍କ ତେଜ ଯଶୋଦା କୋଳରେ କୋଟି ପୂର୍ଣ୍ଣ ଚନ୍ଦ୍ର ଆଭା ଯମୁନା କୂଳରେ ମଧୁର ମୋହନ ବଂଶୀ ସ୍ଵନ ଭକ୍ତ ଚକ୍ଷୁ ଡୋଳାକୁ ବ୍ରହ୍ମଦାରୁ ତୁଳସୀ ଗଭା

No comments:

Post a Comment