Wednesday, 6 May 2026

ମୋହରେ ଅନ୍ଧ ଅଜ୍ଞାନ ମୁଢ ଶୁଦ୍ରଟିଏ ମୁହିଁ

ମୋହରେ ଅନ୍ଧ ଅଜ୍ଞାନ ମୁଢ ଶୁଦ୍ରଟିଏ ମୁହିଁ ତେଣୁ ବ୍ରହ୍ମଦାରୁ ନ ବଢାଇଲ କମଳ କର ଏଣୁ ମୋ ଅଶେଷ ଆକୁଳ ବ୍ୟାକୁଳ ପ୍ରାର୍ଥନା ଛନ୍ଦା ଚରଣରେ ସେବକ ରଖ ବଂଶୀଧର

No comments:

Post a Comment