Sunday, 10 May 2026

ଯାହାକୁ ଦେଇଛ ଜୀବନ ବ୍ରାହ୍ମଣଠାରୁ କୀଟ ସଭିଙ୍କୁ ଶିଖାଇଅଛ ସଂସାରରେ ଚାଲିବା ପଥ ସେଥିଲାଗି ପ୍ରଭୁ ହେ ପରା ତୁମ୍ଭ ବଡ଼ଦାଣ୍ଡରେ ପତିତପାବନ ଉଡାଇ ଚଳେ ନନ୍ଦୀଘୋଷ ରଥ

No comments:

Post a Comment