Saturday, 23 May 2026

ହରି ରାମ ନାମ ସଙ୍କୀର୍ତ୍ତନ ଏଡ଼େ ମଧୁର

ହରି ରାମ ନାମ ସଙ୍କୀର୍ତ୍ତନ ଏଡ଼େ ମଧୁର ଲଜ୍ୟା ନିଜେଟି ଲୁଚିଲା ଗରୁଡ ପଛରେ ମୋ ରାଣ ଖାଇ କହୁଛି ପ୍ରାଣ ମିତଣୀରେ କେଡେ ଅପୂର୍ବ ଶୋଭା ମୟୁର ପୁଚ୍ଛରେ

No comments:

Post a Comment