Saturday, 23 May 2026

କୃଷ୍ଣ ନାମ ତୁଣ୍ଡରେ ଥରୁଟିଏ ନିଅ ଶାରୀ ଲୋ

କୃଷ୍ଣ ନାମ ତୁଣ୍ଡରେ ଥରୁଟିଏ ନିଅ ଶାରୀ ଲୋ ମର୍ତ୍ତ୍ୟରେ ମନୁଷ୍ୟ ଶରୀର ଲାଭ ଅତି ଦୁର୍ଲଭ କୃଷ୍ଣ ରୂପ ନୟନରେ ଥରୁଟିଏ ଥୁଅ ଲୋ ଶୁଆ ପାନ କଲେ ରସନା ବୋଲିବେ ଅମୃତ ବିଭବ

No comments:

Post a Comment