Saturday, 9 May 2026

ବ୍ରହ୍ମାନନ୍ଦ ସଦନ କରୁଣା ପୂରିତ ବଦନ

ବ୍ରହ୍ମାନନ୍ଦ ସଦନ କରୁଣା ପୂରିତ ବଦନ କୃଷ୍ଣ ହରି ନାରାୟଣ ବାସୁଦେବ ଜାନକୀ ଜୀବନ ପଞ୍ଚଭୂତ ତ୍ରିଗୁଣ ଇନ୍ଦ୍ରିୟ ପ୍ରକୃତି ଷଢ଼ ବିକାର କଳିଯୁଗ ସୁଧାସିନ୍ଧୁ ବ୍ରହ୍ମଦାରୁ ପତିତପାବନ

No comments:

Post a Comment