Tuesday, 19 May 2026

ନିତି ଘୁରି ଘୁରି ତୁମେ ଅଖିଳ ବିଶ୍ୱ କଥା ବୁଝୁଛ

ନିତି ଘୁରି ଘୁରି ତୁମେ ଅଖିଳ ବିଶ୍ୱ କଥା ବୁଝୁଛ ହେ ଚକାଡୋଳା ସୂର୍ଯ୍ୟ ଚନ୍ଦ୍ର ତୁମ ଦି ଚକାଆଖି ଏହି ଅନାଥ କଥା କି ସମ୍ପୂର୍ଣ୍ଣ ମନୁ ପାଷୋରିଲ ହେ ବ୍ରହ୍ମଦାରୁ ତୁମେ ପରା ସକଳ ପ୍ରାଣ ପକ୍ଷୀ

No comments:

Post a Comment