Sunday, 17 May 2026

ମୋର ଚଞ୍ଚଳ ମନକୁ ଚୋରି କଲ କେଉଁ କାର୍ଯ୍ୟକୁ

ମୋର ଚଞ୍ଚଳ ମନକୁ ଚୋରି କଲ କେଉଁ କାର୍ଯ୍ୟକୁ ଦେହ ଚୋରି କରିଥିଲେ ହୋଇଥାନ୍ତା ଚରଣ ଦାସ ମୋ ଉଦାସୀ ଆତ୍ମା କମଳ ଲଭିଥାନ୍ତା ବନମାଳୀ ଇନ୍ଦ୍ରିୟ ପ୍ରକୃତି ତୁଳସୀ ବନରେ କରିଥାନ୍ତେ ବାସ

No comments:

Post a Comment