Sunday, 10 May 2026

ଆଖି କାନ ଜିଭ ନାକକୁ ଖୁସି କରିବାକୁ ସବୁ ବ୍ୟବସ୍ଥା

ଆଖି କାନ ଜିଭ ନାକକୁ ଖୁସି କରିବାକୁ ସବୁ ବ୍ୟବସ୍ଥା ସବୁ ବ୍ୟବସ୍ଥା କେବଳ କଣ ମନକୁ କରିବାକୁ ଉଚ୍ଚାଟ ଆତ୍ମା ସନ୍ତୋଷ ଲାଗି କଣ କିଛି ବ୍ୟବସ୍ଥା ହୋଇ ନାହିଁ ଜନ୍ମ ଜନ୍ମାନ୍ତରୁ ଅଶେଷ କାମନା ଭେଟଥାନ୍ତି ନନ୍ଦଚାଟ

No comments:

Post a Comment