Wednesday, 20 May 2026

କୋଇଲି ଶାବକ କଣ୍ଠରୁ ମଧୁର କୁ କୁ ରାବଶୁଣି

କୋଇଲି ଶାବକ କଣ୍ଠରୁ ମଧୁର କୁ କୁ ରାବଶୁଣି କୁଆ ଅତିଥିକୁ ଥଣ୍ଟରେ ଖୁମ୍ପି ବସାରୁ ତଡ଼ିଦେଲା ଜାତି ଧର୍ମ ବର୍ଣ୍ଣରେ ମୁହିଁ ଶୁଦ୍ର ତୁଣ୍ଡରେ ହରି ନାମ ଛନ୍ଦା ଚରଣରେ ଚେଉଣ୍ଡକୁ ଆଶ୍ରା ନ ଦେବ ଭଲା

No comments:

Post a Comment