Thursday, 14 May 2026

ତୁହି ଶଙ୍ଖ କ୍ଷେତ୍ର ମହୋଦଧି ନିର୍ମଳ ବେଳା

ତୁହି ଶଙ୍ଖ କ୍ଷେତ୍ର ମହୋଦଧି ନିର୍ମଳ ବେଳା ତୋ ଗଳାରେ ମୁହିଁ ଅଶେଷ ତରଙ୍ଗ ମାଳା ତୁହି ନୀଳକନ୍ଦର ବ୍ରହ୍ମଦାରୁ ଚକାଆଖି ଦୃଷ୍ଟି ମୁହିଁ କଳା ଶାରୀ ତୁହି ଶାରୀର ମଧୁର ଗଳା

No comments:

Post a Comment