Monday, 4 May 2026

ମହାକାଳ ଚକ୍ରରେ ଘୁରଇ ପିଣ୍ଡ ବ୍ରହ୍ମାଣ୍ଡ କଳ୍ପନା

ମହାକାଳ ଚକ୍ରରେ ଘୁରଇ ପିଣ୍ଡ ବ୍ରହ୍ମାଣ୍ଡ କଳ୍ପନା ଶ୍ରୀମନ୍ଦିର ନୀଳ ଚକ୍ରରେ ସାରଥି ଧର୍ମ ସନାତନ ଷଢ଼ ଚକ୍ରରେ ଘୁରିଥାଏ ମୂମୁକ୍ଷୁର ବିଶୁଦ୍ଧ ଆତ୍ମା ସହସ୍ର ଦଳରେ ଶ୍ରୀପତି ହସ୍ତରେ ସୁଦର୍ଶନ ଚକ୍ର

No comments:

Post a Comment