Thursday, 14 May 2026

କୃପାଳୁ ତୁହି ହେ ଗୋବିନ୍ଦ ଯାହାକୁ ହେଉ ସଦୟ

କୃପାଳୁ ତୁହି ହେ ଗୋବିନ୍ଦ ଯାହାକୁ ହେଉ ସଦୟ ତାହା ହୃଦୟରେ ସଦା ଜ୍ଞାନ ଅରୁଣ ହୁଅଇ ଉଦୟ ଲଭି ବ୍ରହ୍ମଦାରୁ ଅପଲକ ଚକାଆଖି ବାତ୍ସଲ୍ୟ ଦୃଷ୍ଟି ପ୍ରେମ ଉଚ୍ଛେଳେ ଷଢ଼ ରିପୁ ଇନ୍ଦ୍ରିୟ ନିଅନ୍ତି ବିଦାୟ

No comments:

Post a Comment