Saturday, 16 May 2026

ଭାରି ଚତୁର ଅତୀବ ବିଜ୍ଞାନୀ ବଢ଼େଇ ବୁଢା ପ୍ରାୟ ମୋର ସକଳ ପାପ କର୍ମ ଜାଣିଦେଲା ମହାବାହୁଙ୍କର ଚରଣ ଛୁଇଁ କାଳେ ତରିଯିବି ଇର୍ଷାରେ ବ୍ରହ୍ମଦାରୁଙ୍କୁ ଅଧାଗଢା କରିଦେଲା

No comments:

Post a Comment