Wednesday, 6 May 2026

ସକଳ ଆକାର ମିଶୁଛି ତୁମ୍ଭରି ଆକାର ସହିତ

ସକଳ ଆକାର ମିଶୁଛି ତୁମ୍ଭରି ଆକାର ସହିତ ହେ ଚକାଆଖି ସରୋଜ ନୟନ ପବନ ଗାତ୍ର ତୁମ୍ଭରି ଦୁଇ ଅପଲକ ନୟନ ସୂର୍ଯ୍ୟ ଚନ୍ଦ୍ରମା ହେ ବ୍ରହ୍ମଦାରୁ ଅଖିଳ ବିଶ୍ୱ ତୁମ୍ଭର ଡାଳ ପତ୍ର

No comments:

Post a Comment