A flower with 4 petals
Monday, 11 May 2026
ହୃଦୟ କମଳ ଫୁଟିବାକୁ ଅପେକ୍ଷା କରିଛି
ହୃଦୟ କମଳ ଫୁଟିବାକୁ ଅପେକ୍ଷା କରିଛି ପାଖୁଡା ଖୋଲିଲେ ଭେଟିବି ଛନ୍ଦା ଚରଣ ସୂର୍ଯ୍ୟ ଚନ୍ଦ୍ର କର ସ୍ପର୍ଶକୁ ଅନେକ ଅପେକ୍ଷା ପଙ୍କଜ ମାଳ ହୋଇବ ବ୍ରହ୍ମଦାରୁ ଆଭୂଷଣ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment