Saturday, 2 May 2026

ହେ ରୁକ୍ମଣୀ ବଲ୍ଲଭ ତୁମ୍ଭେ

ହେ ରୁକ୍ମଣୀ ବଲ୍ଲଭ ତୁମ୍ଭେ ଚଞ୍ଚଳ ଧୀର ସୁଧୀର ଅମୃତ ଧାର ବୀଣା ଝଙ୍କାର ମୁରଲୀ ସ୍ଵନ ଘୋଷ ଯାତ୍ରା ଘୋର ଘର୍ଘର ଶବ୍ଦ ବାସୁଦେବ ବ୍ରହ୍ମଦାରୁ ଚକାଡୋଳା ଅପଲକ ରବି ଶଶୀ କର କାଳି ଦଳା ନୃତ୍ୟରତ ପାଦରେ ଘନ ଗମ୍ଭୀର କିଙ୍କିଣୀ ନାଦ

No comments:

Post a Comment