Wednesday, 20 May 2026

ହୃଦୟରେ କୋଟି କମଳ କଢିମାନଙ୍କର ଅପେକ୍ଷା

ହୃଦୟରେ କୋଟି କମଳ କଢିମାନଙ୍କର ଅପେକ୍ଷା ଥରୁଟିଏ ଛନ୍ଦା ଚରଣ ଛୁଇଁଦେବାକୁ ହେ ଗୋବିନ୍ଦ ମୁରଲୀ ଥୋଇ ହେ କୃଷ୍ଣ ହେଲ ନିମ୍ବ ପିତା ଦାରୁ କିଏ ବୁଝାଇବ ଆତ୍ମାକୁ ଛୁଇଁବା କେଡେ ବ୍ରହ୍ମାନନ୍ଦ

No comments:

Post a Comment