Friday, 15 May 2026

ଯାହା ଚରଣରେ ଦେଲି ଜୀବନ ସମର୍ପି

ଯାହା ଚରଣରେ ଦେଲି ଜୀବନ ସମର୍ପି ମୋ ଦର୍ଶନ ଇନ୍ଦ୍ରିୟକୁ ଦୁଇଟି ଚକାଆଖି ଆସ୍ତିକ ଭାବୁକ ରସିକ ପ୍ରେମିକ ହେଲି ଅଣଦେଖା କଲେ ହୋଇବି ନୀରୀମାଖି

No comments:

Post a Comment