Saturday, 2 May 2026

ବାସୁକୀ ଫଣା ଛତ୍ରୀ ଛାୟା ତଳେ ନାଗ ପୃଷ୍ଠର

ବାସୁକୀ ଫଣା ଛତ୍ରୀ ଛାୟା ତଳେ ନାଗ ପୃଷ୍ଠରେ ଯୋଗ ନିଦ୍ରାରେ ଶ୍ରୀ ଅନନ୍ତ ବାସୁଦେବ ବ୍ରହ୍ମଦାରୁ ରୁଦ୍ର ବ୍ରହ୍ମା ନାରଦ ମହିମା ସ୍ତୁତିରେ ବ୍ରହ୍ମାନନ୍ଦ ମଗ୍ନ ଲକ୍ଷ୍ମୀ ଚିପନ୍ତି ପଦ ଆହାଃ କି ସୁନ୍ଦର କରୁଣାମେରୁ

No comments:

Post a Comment