Saturday, 9 May 2026

ହରି ନାରାୟଣ ହରି ନାରାୟଣ ହରି ନାରାୟଣ

ହରି ନାରାୟଣ ହରି ନାରାୟଣ ହରି ନାରାୟଣ ସପ୍ତ ଫଣା ପୃଷ୍ଠରେ ଆସନ ସପ୍ତ ଫେଣା ଛାୟା ରାଧା ପ୍ରେମ ଲକ୍ଷ୍ମୀ ହୃଦୟ ସୀତା ପତି ଜୀଵାତ୍ମା କମଳା ସେବିତ ପାଦରେ ଶରଣ ଛେଦ ମାୟା

No comments:

Post a Comment