Monday, 18 May 2026

କେତେ ଆଡୁ ମୁହିଁ ପତିତ ଘୁରି ବୁଲି ଆସିଲି

କେତେ ଆଡୁ ମୁହିଁ ପତିତ ଘୁରି ବୁଲି ଆସିଲି ଲେଖା ଯୋଖାରେ ଶ୍ରୀରାମ ଗୋବିନ୍ଦ ଘନିଷ୍ଠ କେତେ ସୁସ୍ୱାଦୁ ଦ୍ରବ୍ୟ ରସନା ମୋ ଚାଖିଲେ ରାମ ରାମ କୃଷ୍ଣ କୃଷ୍ଣ ନାମ ମୋତେ ସୁମିଷ୍ଠ

No comments:

Post a Comment