Sunday, 3 May 2026

ଅତି ନିଖୁଣ ଏ ଜୀବ ଶରୀର ଗଢି କୃଷ୍ଣ

ଅତି ନିଖୁଣ ଏ ଜୀବ ଶରୀର ଗଢି କୃଷ୍ଣ ତାହାରି ଭିତର ଦୁଆର କିଳି ଶୋଇଲା କେତେ ହାରି ଗୁହାରୀ କେତେ ଖୋଜା ମୋର କାଳ ସରିଲା ଦେଖା ନୋହିଲା

No comments:

Post a Comment