Saturday, 2 May 2026

ଇନ୍ଦ୍ରିୟ ଉପାର୍ଜନ ଯେତେକ ସମ୍ପଦ

ଇନ୍ଦ୍ରିୟ ଉପାର୍ଜନ ଯେତେକ ସମ୍ପଦ ତେଜିଣ ଆସ ପଞ୍ଚ ପ୍ରାଣ ପବନକୁ ବ୍ରହ୍ମଦାରୁ ମହାବାହୁରେ ବାନ୍ଧ ନୀଳକନ୍ଦର ନିବାସୀ ରୁକ୍ମଣୀ ଗୋବିନ୍ଦ ଖୋଜିବା ଆତ୍ମା କୃଷ୍ଣ ଅତି ଦୟାଳୁ ଛୁଇଁ ତରିବା ଛନ୍ଦା ପାଦ

No comments:

Post a Comment