Saturday, 2 May 2026

ଜାନକୀ ଉଦ୍ଧାର ଛଳରେ ରାବଣ ବଧିଲ

ଜାନକୀ ଉଦ୍ଧାର ଛଳରେ ରାବଣ ବଧିଲ ଭକତ ନିମନ୍ତେ ନିର୍ଗୁଣ ବ୍ରହ୍ମ ଶ୍ରୀଗୋବିନ୍ଦ ଅଧମ ମୁଢ ରାମର ମନ ତେଣେ ଚଳଇ ଯେଣେ ପଡୁଅଛି ବଂଶୀଧର ଛନ୍ଦା ପାଦ

No comments:

Post a Comment