Thursday, 7 May 2026

ଚାହାଁ ଅଧାଗଢା ଦିଅଁଙ୍କର ଚକା ଚକାଆଖିକୁ

ଚାହାଁ ଅଧାଗଢା ଦିଅଁଙ୍କର ଚକା ଚକାଆଖିକୁ ବ୍ରହ୍ମଦାରୁ ମହାବାହୁରେ ଦେଖ ପ୍ରାଣ ପକ୍ଷୀକୁ ଚାହାଁ ଚକାଡୋଳାଙ୍କ ବସୁଧା ଉଦାର ବକ୍ଷକୁ ଭୃଗୁ ରୁଷି ପଦାଘାତ ଚିହ୍ନ ଆତ୍ମାର ସାକ୍ଷୀକୁ

No comments:

Post a Comment