A flower with 4 petals
Saturday, 9 May 2026
ତୁମ୍ଭେ ନା ସେହି ଦୟାଵନ୍ତ ନାରାୟଣ ଲକ୍ଷ୍ମୀ ହୃଦୟ
ତୁମ୍ଭେ ନା ସେହି ଦୟାଵନ୍ତ ନାରାୟଣ ଲକ୍ଷ୍ମୀ ହୃଦୟ ନୀଳ ମେଘ ତନୁ ଶଙ୍ଖ ଚକ୍ର ଗଦା କମଳ ଚତୃଭୁଜ ତୁମ୍ଭେ ବସାଇଥିଲ କୋଳରେ ବାଳକ ପ୍ରହଲ୍ଲାଦକୁ ମୋ ବେଳକୁ ଅଧାଗଢା ଲୁଚାଇଲ ଚରଣ ପଙ୍କଜ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment