Sunday, 24 May 2026

ଆହାଃ କିପରି ଡା଼କଲେ ଶୁଣିବ ଆହେ ଅଧାଗଢା

ଆହାଃ କିପରି ଡା଼କଲେ ଶୁଣିବ ଆହେ ଅଧାଗଢା ମୋର ପାପ ନୟନକୁ ଦିଶୁ ନାହିଁ ତୁମ ଦୁଇ କାନ କେଉଁ ନାମ ଧରି ଡାକିବି ହେ ରୁକ୍ମଣୀ ଅନ୍ତରଙ୍ଗା ଅନ୍ତର୍ଯ୍ୟାମୀ ହୃଦୟ ସମ୍ପତି ନିଶ୍ଚୟ ବୁଝୁଥିବ ମନ

No comments:

Post a Comment