Sunday, 17 May 2026

ଚକାଡୋଳା ସମ ବ୍ରହ୍ମଦାରୁରେ ଗଢା

ଚକାଡୋଳା ସମ ବ୍ରହ୍ମଦାରୁରେ ଗଢା ଜଗନ୍ନାଥ ସମ ପହଣ୍ଡି ବିଜୟ ବେଶ ଚକାଆଖି ସମ କୃପା ପୂର୍ଣ୍ଣ ଚାହାଁଣୀ ଚତୃର୍ଦ୍ଧା ମୂର୍ତ୍ତି ସମ ସର୍ବଦା ହସ ହସ

No comments:

Post a Comment