Friday, 22 May 2026

ଶୁଦ୍ର କୁଳରେ ଜନ୍ମ ମୋର ତୁମ୍ଭେ ହେ ବ୍ରାହ୍ମଣ ଶ୍ରେଷ୍ଠ

ଶୁଦ୍ର କୁଳରେ ଜନ୍ମ ମୋର ତୁମ୍ଭେ ହେ ବ୍ରାହ୍ମଣ ଶ୍ରେଷ୍ଠ ହୃଦତୋଡ଼ା ବୁଝିବ କି ଛୁଇଁ ନ ପାରିବା କେଡେ କଷ୍ଟ ତୁମ୍ଭ ଭାବ ସାଗରରେ କେବଳ ବୁଡି ମରିବାଟି ସାର ସୁମତି କହେ ଅଧାଗଢାର କିମ୍ପା ଛନ୍ଦାପାଦ ହେ କୃଷ୍ଣ

No comments:

Post a Comment