A flower with 4 petals
Saturday, 16 May 2026
ଶାରୀ ବୋଲେ
ଶାରୀ ବୋଲେ ଏ ଦୁନିଆଁ ଦୁଇ ନିଆଁ ଏନ୍ତୁଡ଼ି ଜୁଇ ଲଙ୍ଗଳାକୁ ବସନ ପିନ୍ଧାଇ ବୁଲାଉଥାଏ ବେଙ୍ଗଳା ଶୁଆ ବୋଲେ ଜପ କୃଷ୍ଣ ରାମ ନାମ ଆତ୍ମା ସାଥି ଫିଟାଇବେ ବେକ ପଘା ସଦା ବୁଲୁଥାନ୍ତି ଫୁଙ୍ଗୁଳା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment