Friday, 15 May 2026

ଚକାଡ଼ୋଳା କମଳ ନୟନ ଦର୍ଶନ କରିବା ଦିନଠାରୁ

ଚକାଡ଼ୋଳା କମଳ ନୟନ ଦର୍ଶନ କରିବା ଦିନଠାରୁ ମନ ଦେହ ଦେହ ତେଜି ରହିଲା ଚନ୍ଦନ ଅର୍ଗଳୀରେ ବ୍ରହ୍ମାଣ୍ଡ ଚଉଡା ବକ୍ଷ ମହାବାହୁ ଛାୟା ତଳେ ବ୍ରହ୍ମାଣ୍ଡ ଆଖିରେ ଆଖିରେ ବିକିଲି ମୋ ଆତ୍ମା ବନମାଳୀରେ

No comments:

Post a Comment