Thursday, 21 May 2026

ରଜତ ଧବଳ ଶୁଦ୍ଧ ଶରୀର ପ୍ରଭୁ ଶଙ୍କର୍ଷଣ

ରଜତ ଧବଳ ଶୁଦ୍ଧ ଶରୀର ପ୍ରଭୁ ଶଙ୍କର୍ଷଣ ରାମାନୁଜ ପ୍ରାଣ ଲକ୍ଷ୍ମଣ ଏକାଦଶ ରୁଦ୍ର କହି ଚାରିବେଦ ଯଜ୍ଞ ଅଗ୍ନୀ ସମ୍ଭୁତା ନାମ ସୁଭଦ୍ରା କଳାଜହ୍ନ କାଳିଆ ଚାହିଁଲେ ଆତ୍ମା ନିଏ ବାହି

No comments:

Post a Comment