Tuesday 2 July 2024

ମନରେ ମୋ ଧନରେ ମୁହିଁ ଦେହରେ ତୁହି କେଉଁଠି

ମନରେ ମୋ ଧନରେ ମୁହିଁ ଦେହରେ ତୁହି କେଉଁଠି କାହିଁକି ବାପରେ ତୁହିଟି ସଦା ଅନ୍ୟର କଥାରେ ପଶୁ ନୟନ ପଥରେ ଚକାଡୋଳା କର୍ଣ୍ଣରେ ମୁରଲୀର ସ୍ଵନ କାହିଁକି ମୋ ଏକଇର ବଳା କମଳ ପାଦରେ ନ ରସୁ

No comments:

Post a Comment