Monday 1 July 2024

ତ୍ୱମେବ ମାତା ମମ ତ୍ୱମେବ ପିତା ତ୍ୱମେବ ସହୃଦ

ତ୍ୱମେବ ମାତା ମମ ତ୍ୱମେବ ପିତା ତ୍ୱମେବ ସହୃଦ ଅରବିନ୍ଦ ଲୋଚନ ହେ ଆହାଃ ତୁ କେଡେ ଘନିଷ୍ଠ ଛନ୍ଦା ଚରଣ ଦୁଇଟି ତୋର ପ୍ରଭାତର ବ୍ରହ୍ମ କମଳ ବ୍ରହ୍ମାନନ୍ଦ ମକରନ୍ଦ ଚାଖିବାକୁ ମନ ଭଅଁର ଅତିଷ୍ଠ

No comments:

Post a Comment