Tuesday 2 July 2024

କର୍ଣ୍ଣ ନୟନ ସଦା ସର୍ବଦା କାର୍ଯ୍ୟରେ ବ୍ୟସ୍ତ

କର୍ଣ୍ଣ ନୟନ ସଦା ସର୍ବଦା କାର୍ଯ୍ୟରେ ବ୍ୟସ୍ତ ପ୍ରତି କ୍ଷଣରେ ଠୁଳ କରନ୍ତି ବିବିଧ କର୍ମ ଫଳ ସେ ସବୁ ବୈଷ୍ଣବ ରଖି ଗୋବିନ୍ଦ ପାଦରେ ଭଲ ମନ୍ଦ ନ ବାଛି ଆଶ୍ରା କରେ ଆଦି ମୂଳ

No comments:

Post a Comment