Saturday 6 July 2024

ଘୋଷ ଯାତ୍ରାରେ ଅଶେଷ ଅଶେଷ ଭକ୍ତି ଭକ୍ତଙ୍କ ଗହଳି

ଘୋଷ ଯାତ୍ରାରେ ଅଶେଷ ଅଶେଷ ଭକ୍ତି ଭକ୍ତଙ୍କ ଗହଳି ଆଗୋ ଭଦ୍ରେ ଭାଇ ହାତରେ ହାତକୁ ତୋର ଛନ୍ଦିଥିବୁ ଭକ୍ତେ ଚିତ୍ତ ଚୋରି କରିବେ ଭକ୍ତେ ହୃଦେ ଘେନିଯିବେ ଆଗୋ ଦୁର୍ଗତି ନାଶିନୀ ଦୁର୍ଗା ଭାଇ ହାତକୁ ନ ଛାଡ଼ିବୁ

No comments:

Post a Comment