Monday 12 August 2024

ସନ୍ତାନ ଡାକିଲେ ପିତା ମାତା ଧାଇଁ ଆସନ୍ତି

ସନ୍ତାନ ଡାକିଲେ ପିତା ମାତା ଧାଇଁ ଆସନ୍ତି ଗୋବିନ୍ଦଙ୍କୁ ଆତୁରେ ଡାକିଲେ ତାର ସୃଷ୍ଟି ଏଡିକି ବିଶାଳ ଛାତି ଏତେ ବେଶୀ ଉଦାର ଦୁବ ଦାରୁ ଝାଉଁଳି ପଡିଲେଟି କରେ ବୃଷ୍ଟି

No comments:

Post a Comment