Tuesday 13 August 2024

କ୍ଷୀରରୁ ଦହିଠାରୁ ଘିଅ ଯେତିକି ଦୂରରେ

କ୍ଷୀରରୁ ଦହିଠାରୁ ଘିଅ ଯେତିକି ଦୂରରେ ଗୋବିନ୍ଦ ହେ ତାହାଠାରୁ ହେଲଣି ପାଖ ସେଥିପାଇଁ କିବା କେବଳ ଅନୁଭବ ହୁଏ କିଛି ଦୂରେ ଉଭା ହୁଅ ହେ ପୁଣ୍ଡରୀକାକ୍ଷ

No comments:

Post a Comment