Friday 16 August 2024

ଉତ୍ତିଷ୍ଟ ଉତ୍ତିଷ୍ଟ ଉତ୍ତିଷ୍ଟ ମୋ ବାପ ଧନରେ

ଉତ୍ତିଷ୍ଟ ଉତ୍ତିଷ୍ଟ ଉତ୍ତିଷ୍ଟ ମୋ ବାପ ଧନରେ ଶେଷନାଗ ଫଣା ତଳେ କେତେ ଶୋଇବୁ ସତ୍ୟ ଧର୍ମ ତ୍ୟାଗ ଶାନ୍ତି ଦୟା ବହୁତ ଭାରି ଗୋବିନ୍ଦରେ ନିଦ୍ରା ତେଜ ଟିକେ ବୋହିବୁ

No comments:

Post a Comment